ମାଣି ଚକି
ଦେଖଣା
ମାଣି ଚକି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଣି ଚକି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଚକିର ପିହାଣିଆ; ଚକିର ଉପର ପଟର ମଝିରେ କଣା ମଧ୍ୟରେ ଛିଦ୍ରଯୁକ୍ତ ଯେଉଁ କାଠଖଣ୍ଡି ଭରା— ଯାଇ ଥାଏ ଓ ଯାହାର ଛିଦ୍ରରେ ମାଣିଖୁଣ୍ଟି ପ୍ରବେଶ କରିବାରୁ ଚକି ଘୂରେ —A circular bit of wood (with a hole in the middle) which revolves round the peg of the lower mill-stone.