Jump to content

ମାଣି ହଂସ

ଉଇକିଅଭିଧାନ‌ରୁ

ମାଣି ହଂସ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ମାଣିହଂସୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯେ ଅତି ଆଦରରେ ଓ ଗେହ୍ଲାରେ ପିଲାଦିନୁ ବଢି ଥାଏ ଓ ଯେ ଅତି ସୁକୁମାରିଆ —(A boy or girl) Tenderly and affectionately brought up from childhood.

[ଉ—ଏଡେ ମାଣିହଂସୀ ଅଟଇ ଗାଈ—ପ୍ରାଚୀ. ପରଚେ ଗୀତା ]