ମାଣି ହଂସା
ଦେଖଣା
ମାଣି ହଂସା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଣି ହଂସା
|
(ମାଣିହଂସୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯେ ଅତି ଆଦରରେ ଓ ଗେହ୍ଲାରେ ପିଲାଦିନୁ ବଢି ଥାଏ ଓ ଯେ ଅତି ସୁକୁମାରିଆ —(A boy or girl) Tenderly and affectionately brought up from childhood.
[ଉ—ଏଡେ ମାଣିହଂସୀ ଅଟଇ ଗାଈ—ପ୍ରାଚୀ. ପରଚେ ଗୀତା ]