Jump to content

ମାଣ୍ଡି

ଉଇକିଅଭିଧାନ‌ରୁ

ମାଣ୍ଡି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଣ୍ଡା; ମୁଣ୍ଡତଳେ ଦିଆ ଯିବାରୁ)

[ସମ୍ପାଦନା]
୧. ତକିଆ; ମୁଚୁଳା —୧. Pillow; bolster.

[ଉ— ଜାଗି ଦେଖୁଥିଲା କର—ମାଣ୍ଡି ମାତ୍ର କୁଣ୍ଢାଇଛି ଭ୍ରାନ୍ତ ସୁଖେ ରାଧାନାଥ. ଯଯାତି ]

୨. ବୋଝିଆ— ମାନଙ୍କର ମୁଣ୍ଡରେ ଓ ସବାରୀ ବେହେରାମାନଙ୍କର କାନ୍ଧରେ ପକାଇବା କନାର ମୁଚୁଳା; ଚିମୁଳା —୨. Cushions. of rags-placed over the head by porters and on the shoulders by palki-bearers.

ଦେଶଜ - ବିଶେଷଣ - (ପୁଂ ଓ ସ୍ତ୍ରୀ)

[ସମ୍ପାଦନା]

ହୃଷ୍ଟପୃଷ୍ଟ ଓ ଗେଡା (ଶିଶୁ) —Small in stature and robust (child)

ପ୍ରାଦେଶିକ - (ଗଡଜାତ) ବିଶେଷ୍ୟ -

[ସମ୍ପାଦନା]
୧. ଛୁଆଣି କରିବା ଚାଳଘରର ଗରି —୧. A belt of thatching of a thatched house.
୨. (କୋହ୍ଳ ଓ ଅନାର୍ଯ୍ୟ ଭାଷା; କୁଳ. ସଂସ୍କୃତ - ମଣ୍ଡ)—ଭାତ —୨. Boiled rice.