ମାଣ୍ଡ ମାଣ୍ଡ
ଅନିଚ୍ଛୁକ; ପଶ୍ଚାତପଦ — Unwilling; hesitating.
[ଦ୍ରଷ୍ଟବ୍ୟ —ସେ ମାଣ୍ଡ ମାଣ୍ଡ ହୋଇ ଛାତି ଦମ୍ଭ କରି କଚେରିରେ ପଶିଲା—ସହକାର ପତ୍ରିକା ]