ମାଣ ଗାଣ୍ଡିରେ ଧାନ ମାପିବା
ଦେଖଣା
ମାଣ ଗାଣ୍ଡିରେ ଧାନ ମାପିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଣ ଗାଣ୍ଡିରେ ଧାନ ମାପିବା
|
=== ଦେଶଜ - କ୍ରି—(ଅଶୁଭ) (ମୃତାହ କ୍ରିୟା ସମୟରେ ଦଶତୁଠାରୁ ଫେରି ଆସି କ୍ରିୟା ଧରିଥିବା ବ୍ୟକ୍ତି)
ମାଣର ପିଠିପାଖ ଧରି ତା ଉପରେ ଗଣ୍ତାଏ ଗଣ୍ତାଏକରି ଧାନ ରଖି ମାପିବା —To measure grain by the back or buttom side up of a Māṇa pot on ୧୦th day of a funeral ceremony, after returning from the funeral ghat.
[ଦ୍ରଷ୍ଟବ୍ୟ —ଅନ୍ୟ ସମୟରେ ମାଣ ଗଣ୍ଡିରେ ଧାନ ମାପିବା ଅନୁଭବସୂଜକ ]