ମାଣ ଗୁଣ୍ଠବିଶ୍ୱା
ଦେଖଣା
ମାଣ ଗୁଣ୍ଠବିଶ୍ୱା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଣ ଗୁଣ୍ଠବିଶ୍ୱା
|
ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)
[ସମ୍ପାଦନା]ଜମି ମାପିବାର ମାଣ, ଗୁଣ୍ଠ ଓ ବିଶ୍ୱା —Measure of land by Māṇa; Guṇṭha and Biṡwā.
[ଦ୍ରଷ୍ଟବ୍ୟ —ମାଣ ଓ ଗୁଣ୍ଠ ଅଙ୍କରେ ଲେଖାଯାଏ ଓ ବିଶ୍ୱା ପଣରେ ଲେଖାଯାଏ; ମାଣ ଓ ଗୁଣ୍ଠ ମଧ୍ୟରେ ଗୋଟିଏ ଗାର ପଡ଼େ; ଯଥା—୩ ମାଣ ୫ ଗୁଣ୍ଠ ୬ ବିଶ୍ୱା=ମା ୩୫: ]