Jump to content

ମାଣ ବସା

ଉଇକିଅଭିଧାନ‌ରୁ

ମାଣ ବସା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମାର୍ଗଶିର ବା ମାଘ ମାସ ଗୁରୁବାର ଦିନ ଲକ୍ଷ୍ମୀ ରୂପେ କଳ୍ପିତ ଧାନପୂର୍ଣ୍ଣ ମାଣବସାଯାଇ କରାଯିବା ଲକ୍ଷ୍ମୀପୂଜା —A religious rite observed in honour of Goddess Lakshmī represented by a māṇa or corn-measuring pot on Thursdays in the month of Mārgaṡira or Māgha.

[ଦ୍ରଷ୍ଟବ୍ୟ —କେଉଁ ଅଞ୍ଚଳରେ ମାର୍ଗଶିର ମାସରେ; କେଉଁ ଅଞ୍ଚଳରେ ମାଘ ବା ଶ୍ରାବଣ ମାସରେ ଏ ବ୍ରତ କରାଯାଏ ]