Jump to content

ମାଣ ବସାଇବା

ଉଇକିଅଭିଧାନ‌ରୁ

ମାଣ ବସାଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ମାର୍ଗଶିର ବା ମାଘ ମାସ ଗୁରୁବାର ଦିନ ମାଣରେ ଧଳା ଧାନ ଭର୍ତ୍ତି କରି ବସ୍ତ୍ରାଦିରେ ବିଭୂଷିତ କରି ତାକୁ ମହାଲକ୍ଷ୍ମୀ ରୂପେ ପୂଜା କରିବା —To worship a measuring pot filled with white paddy on every thursday of the month of 'Mārgaṡira' or Māgha.