Jump to content

ମାଣ ବସା ଗୁରୁବାର

ଉଇକିଅଭିଧାନ‌ରୁ

ମାଣ ବସା ଗୁରୁବାର

ଉଚ୍ଚାରଣ

[ସମ୍ପାଦନା]

(ମାଣ ବସା ଓଷା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମାର୍ଗଶିର ବା ମାଘମାସର ପ୍ରତି ଗୁରୁବାର —The thursdays of the month of Mārgaṡira or Māgha.

[ଦ୍ରଷ୍ଟବ୍ୟ —ମାର୍ଗଶିର ବା ମାଘ ମାସର ଗୁରୁବାର ଦିନ ହିନ୍ଦୁ ଗୃହସ୍ଥ ଘରେ ଗୋଟିଏ ଧାନମପା ମାଣରେ ଧଳା ଧାନ ପୂରାଇ ତାକୁ ବସ୍ତ୍ରାଦିଦ୍ୱାରା ବିଭୂଷିତ କରି ତାହାକୁ ମହାଲକ୍ଷ୍ମୀ କଳ୍ପନା କରି ଲକ୍ଷ୍ମୀ ପୂଜା କରନ୍ତି ଓ ମାଘ ମାସର ଗୋଟିଏ ଗୁରୁବାରରେ ଏ ବ୍ରତ ଉଦ୍ୟାପନ କରନ୍ତି ]