Jump to content

ମାଣ ସାରୁ

ଉଇକିଅଭିଧାନ‌ରୁ

ମାଣ ସାରୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାଣକ)

[ସମ୍ପାଦନା]

ମହଣସାରୁ; ସାରୁ ଜାତୀୟ ଏକ ପ୍ରକାର କନ୍ଦ —Arum Indicum; Alocacia Indica.

[ଦ୍ରଷ୍ଟବ୍ୟ —ଏହାର ମୂଳ ଶିଳପୁଆ ପରି ଲମ୍ୱ ଓ ବଡ଼ ଓ ଏହାର ପତ୍ର ସାରୁ ପତ୍ର ପରି, କିନ୍ତୁ ୩ ଫୁଟ୍ ପରିଧି ବିଶିଷ୍ଟ ଏହାର କନ୍ଦ ଭକ୍ଷ୍ୟ ଶଙ୍ଖସାରୁ ମଧ୍ୟ ଏହି ଜାତୀୟ କୃଷିଜାତ କନ୍ଦ ବୈଦ୍ୟକ ମତରେ ଏହା ଶୋଥ ହାରକ, ଶୀତବୀର୍ଯ୍ୟ, ଲଘୁ ଏବଂ ଏହା ପିତ୍ତ ଓ ରକ୍ତଦୋଷ ଓ ଉଦରୀ ରୋଗ ନାଶକ ]