ମାତଙ୍ଗୀ
ଦେଖଣା
ମାତଙ୍ଗୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ହସ୍ତିନୀ; ହାତୁଣୀ —୧. She-elephant.
- ୨. ତନ୍ତ୍ରୋକ୍ତା ଦଶ ମହାବିଦ୍ୟା ମଧ୍ୟରୁ ଏକ ଦେବୀ — ୨. One of thej ୧୦ Goddesses mentioned in the Tantras.
- ୩. ଚଣ୍ଡାଳୁଣୀ —୩. Sweeper woman.
[ଉ—ବୋଇଲି ! ବ୍ରହ୍ମକନ୍ୟାକୁ ମାତଙ୍ଗୀ ଭଞ୍ଜ. ବୈଦେହୀଶବିଳାସ ]
- ୪. କଶ୍ୟପଙ୍କ ଏକ କନ୍ୟା—[ଦ୍ରଷ୍ଟବ୍ୟ —ଏହାଙ୍କଠାରୁ ହସ୍ତୀନାମାନେ ଉନ୍ନତ ହୋଇ— ଥିଲେ (ହିନ୍ଦୀ - ଶ] —୪. Name of a daughter of Sagwe Kaṡyapa.