Jump to content

ମାତପର

ଉଇକିଅଭିଧାନ‌ରୁ

ମାତପର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି—(ଆ ମୋତକୀର୍= ବିଶ୍ୱାସଯୋଗ୍ୟ; ବିଶ୍ୱସନୀୟ)

[ସମ୍ପାଦନା]
୧. ମୁରବୀ —୧. Guardian; patron.
୨. ଗ୍ରାମର କର୍ତ୍ତା —୨. Headman of a village.
୩. ଗ୍ରାମର ପ୍ରଧାନ ବ୍ୟକ୍ତି —୩. Prominent man of a village.
୪. ବଡ଼ଲୋକ; ଧନୀବ୍ୟକ୍ତି —୪. Rich person; moneyed man.

[ଉ—ମଫସଲର ଜଣେଲ ମାତବର ଜମିଦାର ମଣିଷମାରୁ ମାମଲାରେ ଚଲାଣ ହୋଇ ଆସିଅଛି ଫକୀରମୋହନ ଛମାଣ ଆଠଗୁଣ୍ଠ ]

୫. ମହାପୁରୁଷ —୫. Great man.
୬. ପ୍ରତିଭୁ; ଯାମିନ୍ —୬. Security; surety.
୭. ବିଶ୍ୱାସ — ୭. Trust; reliance.
୮. ବ୍ୟବସାୟିକ ଖାତିର୍ — ୮. Credit in business.

ବିଶେଷଣ -

[ସମ୍ପାଦନା]
୧. ସମ୍ଭାନ୍ତ;ମାନ୍ୟ— ୧. Respectable.
୨. ଯୋଗ୍ୟ —୨. Worthy.
୩. ବିଶ୍ୱାସଯୋଗ୍ୟ; ବିଶ୍ୱାସନୀୟ —୩. Trustworthy; reliable.
୪. ବୃହତ୍; ପ୍ରଧାନ; ମହତ୍ —୪. Great; big.
୫. ଧନୀ —୫. Rich.

[ଉ— ମାତବଲ ବ୍ୟକ୍ତିମାନେ ଇତର ବ୍ୟକ୍ତିଠାରୁ ବେଶି ଆଦର ପାନ୍ତି ରାଧାନାଥ. ବିବେକୀ ]

୬. ଯାହାର ବ୍ୟବସାୟ କ୍ଷେତ୍ରରେ ଖାତିର ଅଛି —୬. Having credit in business circle.