Jump to content

ମାତର

ଉଇକିଅଭିଧାନ‌ରୁ

ମାତର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ମାତରକ, ମାତ୍ରକେ—ଅନ୍ୟରୂପ)

ଗ୍ରାମ୍ୟ - (ପଦ୍ୟ) ଅ—(ସଂ ମାତ୍ରଂ)

[ସମ୍ପାଦନା]
୧. କିନ୍ତୁ; ମାତ୍ର — ୧. But.
୨. କେବଳ; ମାତ୍ର —୨. Only.

[ଉ— ବୋଲୁ ରାମ ପ୍ରତ୍ୟୁତ୍ତର, ରହିଲା ବୃକ୍ଷ ମାତର ହେଲା ପଲାଶ ହତ ସମୟେ ସେ ଭଞ୍ଜ. ବୈଦେହୀଶବିଳାସ ]