Jump to content

ମାତରିଶ୍ୱା

ଉଇକିଅଭିଧାନ‌ରୁ

ମାତରିଶ୍ୱା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମାତରି=ଆକାଶରେ +ଶ୍ୱି ଧାତୁ= ବୃଦ୍ଧିପାଇବା+ କର୍ତ୍ତୃ. ଅନ୍ ମାତରିଶ୍ୱନ୍ ଶବ୍ଦ; ୧ମା. ୧ବ)

[ସମ୍ପାଦନା]
୧. ବାୟୁ; ପବନ —୧. Wind; air.
୨. ଏକପ୍ରକାର ଅଗ୍ନି —୨. A kind of fire.