Jump to content

ମାତରି ପୁରୁଷ

ଉଇକିଅଭିଧାନ‌ରୁ

ମାତରି ପୁରୁଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ସଂ ମାତରି+ପୁରୁଷ)

[ସମ୍ପାଦନା]

ଯେଉଁ ବ୍ୟକ୍ତି ଆପଣା ଘରେ ନିଜର ମାଆ ଓ ସ୍ତ୍ରୀ ଆଦିଙ୍କ ପାଖେ ବୀରତାର ଆସ୍ମ୍ଫାଳକ କରେ, କିନ୍ତୁ ବାହାରେ କିଛି କରିପାରେ ନାହିଁ; ଗେହେସୂର (ହିନ୍ଦୀ - ଶ.) —A person who brags of his valour before the womenfolk of his house, but does nothing valorous outside; a cowardly boaster; a platroon (Apte).