Jump to content

ମାତଲାମି

ଉଇକିଅଭିଧାନ‌ରୁ

ମାତଲାମି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବଙ୍ଗଳାରୁ ଅନୁକୃତ)

[ସମ୍ପାଦନା]
୧. ମଦ ନିଶାରେ ଉନ୍ନତ୍ତତା; ମାତୁ —୧. Intoxication.
୨. ମଦ୍ୟୋନ୍ନତ୍ତ ବ୍ୟକ୍ତିର ଆଚରଣ; ମଦୁଆପଣ — ୨. The conduct of an intoxicated person.
୩. ଉନ୍ନତ୍ତତା —୩. Madness.