Jump to content

ମାତଳି

ଉଇକିଅଭିଧାନ‌ରୁ

ମାତଳି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ନାମ)

[ସମ୍ପାଦନା]

ଇନ୍ଦ୍ରଙ୍କ ସାରଥି —The name of the charioteer of Indra.

ଦେଶଜ - (ପ୍ରାଚୀନ) ବିଶେଷ୍ୟ -

[ସମ୍ପାଦନା]

(ବିଶ୍ୱାସ) ଘାତକତା —Breach (of faith) the killing (of faith).

(ଉ—ଗୋ ବ୍ରହ୍ମହତ୍ୟା ଯେ ମାତୃ ହରଣ ବିଶୁଳି , ସୁରାପାନ ଜୀବ ହତ୍ୟା ବିଶ୍ୱାସ— ମାତଳି ପ୍ରାଚୀ. ଗୁରୁଭକ୍ତି ଗୀତା )