ମାତା ପିତୃ ହୀନ
ଦେଖଣା
ମାତା ପିତୃ ହୀନ
ଉଚ୍ଚାରଣ
[ସମ୍ପାଦନା](ମାତା ପିତୃ ହୀନ—ସ୍ତ୍ରୀ)
ମାତୃ ପିତୃ ହୀନ, ମାତା ପିତାହୀନଦେଶଜ ଅଶୁଦ୍ଧ ରୂପ'
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦ୍ୱନ୍ଦ ଓ ତୃତୀୟା ତତ୍;ମାତୃ ଓ ପିତୃ =ମାତାପିତୃ ଶଦ୍ଦ+ହୀନ)
[ସମ୍ପାଦନା]ଯେଉଁ ଶିଶୁର ପିତା ମାତା ମରି ଅଛନ୍ତି; ଅନାଥ (ଶିଶୁ) —Orphaned; (a child) destitute of both parents.
[ଦ୍ରଷ୍ଟବ୍ୟ —'ମାତୃ ପିତୃହୀନ' ଓ 'ମାତା ପିତୃହୀନ' ଶବ୍ଦ ସଂସ୍କୃତ ବ୍ୟାକରଣ ଅନୁସାରେ ଅଶୁଦ୍ଧ 'ପିତୃ ମାତୃହୀନ'ଶଦ୍ଦ ମଧ୍ୟ ଅଶୁଦ୍ଧ କାରଣ ବ୍ୟାକରଣ ନିୟମ ଅନୁସାରେ ଅଧିକ ସ୍ୱର ବିଶିଷ୍ଟ ନ ହେଲେ ଦ୍ୱନ୍ଦ ସମାସରେ ସ୍ତ୍ରୀଲିଙ୍ଗ ଶଦ୍ଦହିଁ ପୂର୍ବରେ ବସେ ଓ ସମଗୋତ୍ର ସୂଚକ ଋକାରାନ୍ତ ଶବ୍ଦ ପରେ ରହିଲେ ପୂର୍ବବର୍ତ୍ତୀ ଋକାରାନ୍ତ ଶବ୍ଦ ଆକାରାନ୍ତ ହୁଏ ]