Jump to content

ମାତି ଉଠିବା

ଉଇକିଅଭିଧାନ‌ରୁ

ମାତି ଉଠିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ମତ୍ତ+ଉତ୍ତ୍+ସ୍ଥା ଧାତୁ)

[ସମ୍ପାଦନା]
୧. ହଠାତ୍ ଉନ୍ନତ୍ତତା ପ୍ରକାଶ କରିବା — ୧. To become excited at once.
୨. (ଦଦ୍ରୁ ଆଦି ରୋଗ ଖୁବ୍ କଣ୍ଡୁଯୁକ୍ତ ହେବା — ୨. (Said of ringworm and scabies)To become very itching or painful.
୩. ଉନ୍ନାଦକ ଗୁଣ ପ୍ରାପ୍ତ ହେବା —୩. To attain the power of intoxicating.

[ଯଥା—ତାଡ଼ିରେ ଖରା ଲାଗିଲେ ତାହା ମାତି ଉଠେ ]