Jump to content

ମାତୁଆ

ଉଇକିଅଭିଧାନ‌ରୁ

ମାତୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ମାତେଈ, ମାତୋଈସ୍ତ୍ରୀ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ମତ୍ତ)

[ସମ୍ପାଦନା]
୧. ଯେ ମୋତେ — ୧. Acting madly or with reagerness.
୨. ଉନ୍ନତ୍ତ — ୨. Maddened; intoxicated.
୩. (ଶିଶୁ) ଅବୁଝା; ଅଜଟ; ଯେଉଁ ଶିଶୁ କୌଣସି କଥା ପାଇବା ପାଇଁ ମାତେ ବା କାନ୍ଦେ, ଓ ଯେତେ ବୁଝାଇଲେ ବୁଝେ ନାହିଁ — ୩. Unreasonable; fretful; given to much crying and unresonable zid.

(ଯଥା—ମାତୁଆ ପିଲା )