ମାତୁରା ମାଟି
ଦେଖଣା
ମାତୁରା ମାଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାତୁରା ମାଟି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ମାଟିରେ ବେଶି ପରିମାଣରେ ରସ ବା ସାର ଥିବାରୁ ତହିଁରେ ଜନ୍ମିବା ଗଛ ବା ଫସଲମାନ ବଲ୍ହା ହୋଇ ବଢ଼ିଯାଏ ଓ ଫଳ କମ୍ ହୁଏ —An excessively rich soil.
ମାତୁରା ମାଟି
|
ଯେଉଁ ମାଟିରେ ବେଶି ପରିମାଣରେ ରସ ବା ସାର ଥିବାରୁ ତହିଁରେ ଜନ୍ମିବା ଗଛ ବା ଫସଲମାନ ବଲ୍ହା ହୋଇ ବଢ଼ିଯାଏ ଓ ଫଳ କମ୍ ହୁଏ —An excessively rich soil.