ମାତୁଲୁଙ୍ଗା
ଦେଖଣା
ମାତୁଲୁଙ୍ଗା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାତୁଲୁଙ୍ଗା
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା](ମା=ନିଷେଧ+ତୁଳ=ନିକିତି+ ଗମ ଧାତୁ+କର୍ତ୍ତୃ. ଅ; ଯାହା ଓଜନ ହୋଇ ବିକା ହୁଏ ନାହିଁ) ===
- ୧. ଲେମ୍ୱୁ —୧. Lemon.
- ୨. ଟଭା ଲେମ୍ୱୁ; ବୀଜପୁର —୨. Citron; Citrus Medica; variety- <? ?>Typica.
[ଦ୍ରଷ୍ଟବ୍ୟ —ଏହାର ରସ ଔଷଧାଦିରେ ବ୍ୟବହୃତ ହୁଏ; ଏହା ଅମ୍ଳ ମଧୁର ରସ, ଅଗ୍ନିଦୀପକ, ଲଘୁ, ହୃଦୟଗ୍ରାହୀ ଓ କଣ୍ଠ ଜିହ୍ୱା ଓ ହୃଦୟnn— ଶୋଧକ; ଏହା ରକ୍ତ ପିତ୍ତ, ଶ୍ୱାସ,
ଅନୁବାଦ
[ସମ୍ପାଦନା]ମାତୁଲୁଙ୍ଗା
|
ଗୁ. ବୀଜୋରୁଲିଂବୁ * ବଙ୍ଗାଳୀ: টাবা, ছোলন্দ হংসনেবু |
(ମାତୁଳୁଙ୍ଗକ—ଅନ୍ୟରୂପ)
କାସ. ଅରୁଚି ଓ ପିପାସାନାଶକ]
- ୩. ଡ଼ାଳିମ୍ୱ —୩. Pomegranate.