Jump to content

ମାତୁଳ

ଉଇକିଅଭିଧାନ‌ରୁ

ମାତୁଳ

ଉଚ୍ଚାରଣ

[ସମ୍ପାଦନା]

ମାତୁଳା, ମାତୁଳାନୀ, ମାତୁଳୀ ସ୍ତ୍ରୀ

  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମାତୃ+ଭ୍ରାତୃ ଅର୍ଥେ. ଉଳ)

[ସମ୍ପାଦନା]
୧. ମାତାଙ୍କ ଭ୍ରାତା; ମାମୁ —୧. Maternel uncle.

[ଦ୍ରଷ୍ଟବ୍ୟ — ଏଥିର ଅପଭ୍ରଂଶ ମଉଳା ମାଆଙ୍କ ଭଉଣୀଙ୍କୁ ମାତୃଷ୍ୱସା (ବା ମାଉସୀ) ବୋଲାଯାଏ ]

୨. ଧାତୁରା ଗଛ —୨. The Datura plant. (Apte).
୩. ସର୍ପ ବିଶେଷ; ବୋଡ଼ାସାପ — ୩. A kind of sanke (Apte); viper.
୪. ଏକ— ପ୍ରକାର ଚାଉଳ —୪. A kind of rice (Apte).