Jump to content

ମାତୁଳାହି

ଉଇକିଅଭିଧାନ‌ରୁ

ମାତୁଳାହି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମାତୁଳ+ଅହି)

[ସମ୍ପାଦନା]
୧. ବୋଡ଼ା ସାପ —୧. Viper (snake).
୨. ଅଜଗର ସାପ —୨. Boa constrictor.

[ଉ—ବିଦୂଷା ଗତି ଜବ ମାତୁଳାହି ପ୍ରଭାବ ଗରସି ଦେଉଅଛି ପ୍ଳବ ସେ—ଭଞ୍ଜ. ବୈଦେହୀଶବିଳାସ]