ମାତୁ ମରିବା
ଦେଖଣା
ମାତୁ ମରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାତୁ ମରିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କଣ୍ଡୁୟନର ନିବୃତ୍ତ ହେବା —୧. The satiation or subsidence of itching.
- ୨. କୌଣସି ବିଷୟ ପ୍ରତି ଜନ୍ମିଥିବା ଉତ୍ସାହ ବା ଝୁଙ୍କ କମିଯିବା —୨. To cooling of zeal; the subsidence of one's zeal or ardour.