ମାତୁ ମାରିବା
ଦେଖଣା
ମାତୁ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାତୁ ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିର କଣ୍ଡୁ ନିବାରଣ କରିବା — ୧. To satiate another's itching; to soothe one's itching (by the application of proper remedies).
- ୨. କୌଣସି ବ୍ୟକ୍ତିର କୌଣସି ବିଷୟ ପ୍ରତି ଜନ୍ମିଥିବା ଉତ୍ସାହର ବା ଝୁଙ୍କର ନିବୃତ୍ତି ଘଟାଇବା —୨. To cool one's zeal for a matter.