ମାତୃକ
ଦେଖଣା
ମାତୃକ
ଉଚ୍ଚାରଣ
[ସମ୍ପାଦନା](ମାତୃକା—ସ୍ତ୍ରୀ) (ମାତୃକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ -(ମାତୃ+ସମ୍ୱନ୍ଧାର୍ଥେ. କ; ଅନ୍ୟ ଶବ୍ଦ ସଙ୍ଗେ ସମାସ ହୋଇ ଯୁକ୍ତ ହୁଏ)
[ସମ୍ପାଦନା]- ୧. ମାତୃ ସମ୍ୱନ୍ଧୀୟ ୧. Relating to mather; motherly.
[ଯଥା— ଜୀବନ୍ ମାତୃକ=ଯାହାଙ୍କର ମାତା ଜୀବିତ ଅଛନ୍ତି]
- ୨. ମାତୃ ବା ପାଳକରୂପେ ପରିଣତ —୨. Acting or bringing up a child like its own mother
(ଯଥା—ନଦୀ ମାତୃକ ଦେଶ=ନଦୀଜଳଦ୍ୱାରା ଉତ୍ତରାଧି— ଦେଶରେ ଶସ୍ୟ ଜାତ ହୁଏ)
- ୩. ମାତାଙ୍କୁଠାରୁ ଉତ୍ତରାଧି— କାରରୂପେ ପ୍ରାପ୍ତ (ସମ୍ପତ୍ତି) —୩. Property inherited from one's mother; maternal
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ମାମୁ —Maternal uncle.