ମାତୃଗଣ
ଦେଖଣା
ମାତୃଗଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ଦେବାଂଶ ରୂପଧାରଣୀ ଦୁର୍ଗାଙ୍କର ଭିନ୍ନ ଭିନ୍ନ ୮ ଗୋଟି ରୂପ; ଅଷ୍ଟଶକ୍ତି; ହିନ୍ଦୁମତେରେ ସୃଷ୍ଟିର ଜନ୍ମ ପାଳନ ଓ ବିନାଶକାରିଣୀ ୮ ଗୋଟି ଦେବୀ — Eight Deities,. representing the forces controlling the creation.
[ଦ୍ରଷ୍ଟବ୍ୟ —ଅଷ୍ଟଶକ୍ତି ଯଥା— ବ୍ରାହ୍ମୀ, ମାହେଶ୍ୱରୀ, ଐନ୍ଦ୍ରୀ, କାରାହୀ, ବୈଷ୍ଣବୀ, କୌମାରୀ, ଚାମୁଣ୍ଡା ବା କୌବେରୀ, ଚର୍ଚ୍ଚିକା; ମତାନ୍ତରରେ 'ଚଣ୍ଡି' ସ୍ଥଳରେ 'ଐନ୍ଦ୍ରୀ'
ମାର୍କଣ୍ଡେୟ ପୁରାଣାନ୍ତର୍ଗତ ହରିବରବ୍ରହ୍ମ୍ୱିଭଚିତ ଦେବୀ— କବଚରେ୧୧:ଟି ମାତୃଗଣଙ୍କ ନାମ ଓ ବର୍ଣ୍ଣନା ଅଛି ଯଥା—୧ ପ୍ରେତଃସଂସ୍ଥା—ଚାମୁଣ୍ଡା; ୨ ମହିଷାସନା—ବାରହୀ; ୩ ଗଜସମାରଢ଼ା—ଐନ୍ଦ୍ରୀ; ୪ ଗରୁଡ଼ାସନା —ବୈଷ୍ଣବୀ; ୫ ମହାବୀର୍ଯ୍ୟା—ନାରସିଂହୀ; ୬ ମହାବଳ —ଶିବଦୁତୀ;
- ୭. ଶିଖିବାହାନା—କୌମାରୀ, ୮ ବଷାରୂଢ଼ା—ମାହେଶ୍ୱରୀ, ୯ ପଦ୍ମାସଜା—ଲକ୍ଷ୍ମୀ; ୧ ହଂସସମାରୂଢ଼ା—ବ୍ରାହ୍ମୀ; ୧୧: ବୃଷବାହନା— ଈଶ୍ୱରୀ]