Jump to content

ମାତୃଘାତୀ

ଉଇକିଅଭିଧାନ‌ରୁ

ମାତୃଘାତୀ

ଉଚ୍ଚାରଣ

[ସମ୍ପାଦନା]
(ମାତୃଘାତିନୀ—ସ୍ତ୍ରୀ) 

ମାତୃଘାତୁକ,ମାତୃଘାତକ ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ମାତୃ+ହନ୍ ଧାତୁ+କର୍ତ୍ତୃ. ଇନ୍; ମାତୃଘାତିନ୍; ୧ମା. ୧ବ)

[ସମ୍ପାଦନା]

ମାତୃହତ୍ୟାକାରୀ —Motricide; murderer of one's own mother.

ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ପରଶୁରାମ —The great Bārahmaṇa warrior Paraṡurāma.

[ଦ୍ରଷ୍ଟବ୍ୟ — ଏ ପିତ୍ରାଦେଶରେ ଆପଣା ମାତା ଭେଣୁକାଙ୍କୁ ବଧ କରିଥିଲେ]