ମାତୃଦାୟ ଗ୍ରସ୍ତ
ଦେଖଣା
ମାତୃଦାୟ ଗ୍ରସ୍ତ
ଉଚ୍ଚାରଣ
[ସମ୍ପାଦନା](ମାତୃଦାୟ ଗ୍ରସ୍ତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୬ଷ୍ଠୀ ଓ ୩ୟା ତତ୍)
[ସମ୍ପାଦନା]ମାତାଙ୍କର ମୃତ୍ୟୁ ହେତୁ ଯାହା ଉପରେ ଅବଶ୍ୟ କର୍ତ୍ତବ୍ୟ ମାତୃଶ୍ରାଦ୍ଧଦି କାର୍ଯ୍ୟ ନିଷ୍ପନ୍ନ କରିବାର ଦାୟିତ୍ୱ ପଡ଼ିଥାଏ —Burdened with the unavoidable responibility of an obsequial offering to his mother on her death