ମାତୃପୂଜା ମଣ୍ଡପ
ଦେଖଣା
ମାତୃପୂଜା ମଣ୍ଡପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଆଧୁନିକ ବ୍ୟବହାର)
[ସମ୍ପାଦନା]- ୧. ଯେଉଁ ମଣ୍ଡପରେ ବା ଦେବୀରେ ମାତୃପୂଜାର ବିଧିମାନ ଅନୁଷ୍ଠିତ ହୁଏ —୧. An alter where a person performs the rites of worshipping the Divine mother. (i, e, one's motherland.)
- ୨. ଦେଶର ଉନ୍ନତିକର ଜାତୀୟ ଅନୁଷ୍ଠାନର ବା ସଭାର ମଣ୍ଡପ; ଦେଶବାସୀଙ୍କର ସମ୍ମୋଳନୀମଣ୍ଡପ —୨. A pandal where the people of a nation gather for discussing the good of the mother land.