ମାତୃବତ୍
ମାତାଙ୍କପରି; ମାତାଙ୍କ ତୁଲ୍ୟ —Like one's mother.
(ଯଥା—ପର ସ୍ତ୍ରୀକୁ ମାତୃବତ୍ ଜ୍ଞାନ କରିବ ମାତୃଭୁମି ଓ ମାତୃଭାଷା ମାତୃବତ୍ ଆଦରଣୀୟା)