Jump to content

ମାତୃବନ୍ଧୁ

ଉଇକିଅଭିଧାନ‌ରୁ

ମାତୃବନ୍ଧୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍, ମାତୃ+ବନ୍ଧୁ)

[ସମ୍ପାଦନା]

ଆପଣା ମାତାଙ୍କର ମାମୁ— ପୁଅ ଭାଇ, ମାଉସୀପୁଅ ଓ ପିଉସୀପୁଅ ଭାଇ — One's distant maternal uncles, being ralated to one's mother through her peternal and maternal aunts; the causins of one's mother.

[ଦ୍ରଷ୍ଟବ୍ୟ — ଏଥିର ସ୍ମୃତି ବାକ୍ୟ—ମାତୁଃ ପିତୁଃ ସ୍ୱସୁଃ ପୁତ୍ରା, ମାତୁର୍ମାତୁଃ ସ୍ୱସୁଃସୁତାଃ. ମାତୃର୍ମାତୁଳପୁତ୍ରାଶ୍ଚ ବିଜ୍ଞେୟା ମାତୃ ବନ୍ଧବଃ]