ମାତୃବାନ୍ଧବ
ଦେଖଣା
ମାତୃବାନ୍ଧବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ; ମାତୃ+ବାନ୍ଧବ)
[ସମ୍ପାଦନା]ଆପଣା ମାତାଙ୍କର ମାତା, ପିତା, ଭାଇ, ଭ୍ରାତୁଷ୍ପୂତ୍ର ଓ ପିତୃ— ସହୋଦର ଭ୍ରାତା (ଅର୍ଥାତ୍, ଆପଣାର ଆଈ, ଅଜା, ମାମୁ, ମଉଳାପୁଅ ଭାଇ ଓ ଅଜାଙ୍କ ଭାଇ) —One's maternal ralations (e.g. maternal frandfather, maternal grand mother, marternal uncle, maternal causin, maternal grandfather's brother.)
[ଦ୍ରଷ୍ଟବ୍ୟ — ହିନ୍ଦୁସ୍ମୃତିର ବିଧାନ ଅନୁସାରେ ମୃତବ୍ୟକ୍ତିର ନିକଟରେ କୁଟୁମ୍ଭ ବା ପିତୃବନ୍ଧୁ ନ ଥିଲେ ମାତୃବନ୍ଧୁ ଓ ମାତୃ ବାନ୍ଧବମାନେ ତ୍ୟକ୍ତ ସମ୍ପତ୍ତିର ଅଧିକାରୀ ହୁଅନ୍ତି]