Jump to content

ମାତୃମୁଖ

ଉଇକିଅଭିଧାନ‌ରୁ

ମାତୃମୁଖ

ଉଚ୍ଚାରଣ

[ସମ୍ପାଦନା]

(ମାତୃଶାସିତ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ନିର୍ବୋଧ —୧. Foolish; dull; stupid.
୨. ଅଜ୍ଞ; ମୁର୍ଖ —୨. Dunce; illiterate.
୩. ସ୍ତ୍ରୀବୁଦ୍ଧିପରିଚାଳିତ — ୩. Governed by the advice of females.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ନିର୍ବୋଧ ବ୍ୟକ୍ତି —୧. A foolish person; a simpleton (Apte)
୨. ମୁର୍ଖ ବ୍ୟକ୍ତି — ୨. A dunce (Apte).