Jump to content

ମାତୃମୁଖା

ଉଇକିଅଭିଧାନ‌ରୁ

ମାତୃମୁଖା

ଉଚ୍ଚାରଣ

[ସମ୍ପାଦନା]
(ମାତୃମୁଖୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ମା ଅଂଶିଆ (ପିଲା); ଆପଣା ପିତାଙ୍କ ଚେହେରା ଅପେକ୍ଷା ମାତାଙ୍କ ଚେହେରା ସଙ୍ଗେ ବେଶି ମେଳ ଖାଉଥିବା (ଶିଶୁ) —(a child) Bearing resemblance to the outlines of its mother's face; whose facial outlines resemble those of its mother.