Jump to content

ମାତୃରିଷ୍ଟ

ଉଇକିଅଭିଧାନ‌ରୁ

ମାତୃରିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ; ମାତୃ+ରିଷ୍ଟ

[ସମ୍ପାଦନା]

ହିନ୍ଦୁ ଜ୍ୟୋତିଷ (ଫଳତଜ୍ୟୋତିଷ) ମତରେ ଜାତ ଶିଶୁର ମାତାଙ୍କର ଅନିଷ୍ଟକାରକ ଯୋଗ ବା ଶିଶୁର ଜାତକରେ ଶୢଶୁର ଜନନୀଙ୍କ ମୃତ୍ୟୁକାରକ ଗ୍ରହମାନଙ୍କ ସ୍ଥିତିବିଶେଷ — A particular conjuction of planets at the death of its mother

[ଦ୍ରଷ୍ଟବ୍ୟ — ୧ ଜନ୍ମିତ ଶିଶୁର ଜନ୍ମଲଗ୍ନର ୪ର୍ଥ ସ୍ଥାନରେ ବଳବାନ୍ ପାପଗ୍ରହ ଥିଲେ ଏବଂ ଏହି ପାପଗ୍ରହର କେନ୍ଦ୍ର (ଅର୍ଥାତ୍ ୪ର୍ଥ , ୭ମ ବା ୧ ମ ସ୍ଥାନରେ ପାପଗ୍ରହ ଥିଲେ, ଅଥବା ଶିଶୁର ଜନ୍ମ ଲଗ୍ନର ୪ର୍ଥ, ୭ମ. ୧ ମ. ୫ମ ବା ୯ମ ସ୍ଥାନରେ ପାପଗ୍ରହ ରହିଲେ ଏବଂ ପାପଗ୍ରହ ଯୁକ୍ତର ୪ର୍ଥ ସ୍ଥାନରେ ପାପଗ୍ରହ ରହିଲେ ଓ ୩ଟି ପାପଗ୍ରହ କର୍ତ୍ତୃକ ଦୃଷ୍ଟି ଚନ୍ଦ୍ରଙ୍କର ୬ଷ୍ଠ ସ୍ଥାନରେ ପାପଗ୍ରହ ରହିଲେ 'ମାତୃ ରିଷ୍ଟ' ଯୋଗ ଘଟେ ଏହି ଯୋଗରେ ଜାତ ଶିଶୁର ମାତାଙ୍କର ଶ୍ରୀଘ୍ର ମୃତ୍ୟୁ ଘଟେ]