ମାତୃଶ୍ରାଦ୍ଧ
ଦେଖଣା
ମାତୃଶ୍ରାଦ୍ଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମୃତ ମାତାଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ଧନାଦି ଦାନରୂପ କର୍ମ —A Ṡrāddha or offering of oblations made to the spirit of one's departed mother (on the ୧୧ht day of the death and of the anniversary of her death)
[ଦ୍ରଷ୍ଟବ୍ୟ — ଏହା ମାତାଙ୍କ ମୃତ୍ୟୁର ଏକାଦଶ ଦିନ ଓ ପ୍ରତି ବର୍ଷ ମାତାଙ୍କ ମୃତ୍ୟୁଦିବସର ତିଥିରେ ଅନୁଷ୍ଠିତ ହୁଏ]