Jump to content

ମାତୃହୀନ

ଉଇକିଅଭିଧାନ‌ରୁ

ମାତୃହୀନ

ଉଚ୍ଚାରଣ

[ସମ୍ପାଦନା]
(ମାତୃହୀନା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯାହାର ଜନନୀ ମରି ଅଛନ୍ତି; ମା(ଛେଉଣ୍ଡ — ୧. Motherless; orphaned by the mother's death.
୨. ଯେଉଁ ଘରେ (ବା ପରିବାରରେ) ମାତା ନ ଥାନ୍ତି —୨. (a house of family) Which has lost its mother.