ମାତୃ ପିତୃ ଉଝାଳିବା
ଦେଖଣା
ମାତୃ ପିତୃ ଉଝାଳିବା
ଉଚ୍ଚାରଣ
[ସମ୍ପାଦନା]ମାତୃପିତୃ ନ ରଖିବା, ମାତୃପିତୃ ଲଗାଇ ଗାଳିଦେବା'
ଅନୁବାଦ
[ସମ୍ପାଦନା]ମାତୃ ପିତୃ ଉଝାଳିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବ୍ୟକ୍ତିର ପିତା ଓ ମାତାଙ୍କ ପ୍ରତି ଅଶ୍ଲୀଳ ଶବ୍ଦ ପ୍ରୟୋଗ ପୂର୍ବକ ଶୋଧିତ ବା ତିରସ୍କାର କରିବା — To abuse a person by calling names to his parents.