ମାତୃ ପୁଜକ
ଦେଖଣା
ମାତୃ ପୁଜକ
ଉଚ୍ଚାରଣ
[ସମ୍ପାଦନା](ମାତୃ ପୂଜା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ମାତୃ +ପୂଜନ)
[ସମ୍ପାଦନା]- ୧. ବିବାହ ଆଦିର ପୂର୍ବରୁ ପିଷ୍ଟକଦ୍ୱାରା ମାତୃକାମାନଙ୍କ ପୂଜା —୧. Worship of the Divine Mothers by the offering of cakes durings the marriage ritual.
- ୨. ନିଜର
ମାତାଙ୍କର ସେବା — ୨. Worshipping one's mother.
- ୩. (ଆଧୁନିକ) ଦେଶମାତା ବା ଜନ୍ମଭୁମିର ପୂଜା —୩. Worship or honouring of one's motherland.
- ୪. (ଆଧୁନିକ) ନିଜ ଜନ୍ମଭୁମିର ବା ଜନ୍ମଭୂମିବାସୀମାନଙ୍କର ସେବା —୪. Serving one's countrymen.