Jump to content

ମାତୃ ମଣ୍ଡଳ

ଉଇକିଅଭିଧାନ‌ରୁ

ମାତୃ ମଣ୍ଡଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନେତ୍ର କୋଣ ଦ୍ୱୟର ମଧ୍ୟସ୍ଥାନ —୧. The middle of the two eyes; the bridge of the nose.
୨. ମାତୃକାଗଣଙ୍କର ସମୂହ — ୨. The collection of the Divine Mothers (Apte).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅରୁଦ୍ଧତୀ, ଧୂବ୍ର ଓ କୃତ୍ତକା ଏହି ତିନି— ଗୋଟି ନକ୍ଷତ୍ରମଣ୍ଡଳ —୧. The circle formed by the three asterisms-Arundhatī Dhṛuba and Kṛuttikā

(ଉ— ଅରୁନ୍ଧତୀ ଯେଉଁ ତାରା ଆବର ଯେ ଧ୍ରୁବ, କୃତ୍ତିକାକୁ ଯେ ମାତୃମଣ୍ଡଳ ବୋଲି ସର୍ବ— ପ୍ରାଚୀ, ଶିବସ୍ୱରୋଦୟ)

୨. ଚକ୍ଷୁର୍ମଧ୍ୟସ୍ଥ ତାରକା — ୨. The pupil of the eye.

(ଉ— ଆକ୍ଷି ମଧ୍ୟେ ତାରକା ଯେ ଯେ ମାତୃମଣ୍ଡଳ—ପ୍ରାଚୀ. ଶିବସ୍ୱରୋଦୟ)