Jump to content

ମାତ୍

ଉଇକିଅଭିଧାନ‌ରୁ

ମାତ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମତ୍ତତା)

[ସମ୍ପାଦନା]
୧. ମାତୁ; ମତ୍ତତା —୧. Intoxi cation; excitement.
୨. ଜିଗର; ଜିଦ୍ —୨. Zid.

ବୈଦେଶିକ - ବିଶେଷ୍ୟ - (ଆ)

[ସମ୍ପାଦନା]

ପରାଜୟ — Defeat.

[ଯଥା-ସତରଞି ଖେଳରେ ବାଜୀମାତ୍ ]

(ତୁଳ. ସଂସ୍କୃତ - ମାଥା=ବିନାଶ)