ମାତ୍ରକେ
ଦେଖଣା
ମାତ୍ରକେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମାତ୍ରେ,ମାତ୍ରଇଁ (ହିଁ) —ଅନ୍ୟରୂପ
ଦେଶଜ - ଅ —(ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ; ମନୁଷ୍ୟ ମାତ୍ରକେ; ଭ୍ରମ୍ ପ୍ରମାଦ କରନ୍ତି)
[ସମ୍ପାଦନା]- ୧. ଶ୍ରେଣୀର ସମସ୍ତ; ସକଳ — ୧. All of class.
- ୨. କ୍ଷଣି; ତତ୍କ୍ଷଣାତ୍; ପର ମୁହୁର୍ତ୍ତରେ ୨. Immediately after; instantly; in the next moment; no sooner than; as soon as.
(ଯଥା— ଏ କେବଳ —୩. Only
[ଯଥା—ମାଡ଼ ମାତ୍ରକେ ଚାଟ ଶାଳୀ ଭୁପତି. ପ୍ରେମ ପଞ୍ଚମୃତ])