ମାତ୍ରାଚ୍ଛନ୍ଦଃ
[ମାତ୍ରାବୃତ୍ତ—ଅନ୍ୟରୂପ]
ପଦ୍ୟରେ ସ୍ୱରର ଉଚ୍ଚାରଣକାଳପରିମିତ ଛନ୍ଦଃ; ଗୁରୁଲଘୁ ମାତ୍ରା ଅନୁସାରେ ରଚିତ ପଦ୍ୟ —poetical metre modulated according to the long and short measures of the letters or syllables comprising it.