ମାତ୍ରାଦୋଷ
ଦେଖଣା
ମାତ୍ରାଦୋଷ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବ୍ୟକ୍ତିବିଶେଷଙ୍କର ଇନ୍ଦ୍ରିୟ ସୁଖଭୋଗ— ଜନିତ ବ୍ୟସନ —୧. Personal defects of a person consisting of sensual enjoyment.
- ୨. ମଦ୍ୟପାନରୂପ ଦୋଷ — ୨. Defect of drunkenness in a person.
- ୩. ମୁଦ୍ରାଦୋଷ; କଥା କହିବା ସମୟରେ ହାତ ହଲାଇବା, କିମ୍ୱା କୌଣସି ନିରର୍ଥକ ବୋଲୀ ବ୍ୟବହାର କରିବା ରୂପ ଦୂରଭ୍ୟାସ —୩. A bad personal habit with some people while talking, of using redundant expressions.