Jump to content

ମାତ୍ରା ସମକ ଛନ୍ଦଃ

ଉଇକିଅଭିଧାନ‌ରୁ

ମାତ୍ରା ସମକ ଛନ୍ଦଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଗୁରୁ ଲଘୁ ମାତ୍ରାଗତ ଛନ୍ଦୋବିଶେଷ — A particular musical tune consisting of long and short syllables.

[ଦ୍ରଷ୍ଟବ୍ୟ —ଏହି ଛନ୍ଦର ୪ ଗୋଟି ପାଦ; ପ୍ରତି ପାଦରେ ୧୬:ଟି ବର୍ଣ୍ଣ ଥାଏ ପ୍ରତି ଶେଷରେ ଗୋଟିଏ ଗୁରୁ ବର୍ଣ୍ଣ ଥାଏ ଏବଂ ନବମ ଲଘୁ ବର୍ଣ୍ଣ ହୁଏ ଏହି ଛନ୍ଦର ଅନେକ ପ୍ରକାର ଅଛି ଯଥା—କାନନାସିକା (୯ମ ଓ ୧୨ଶ ଲଘୁ ଓ ୧୫ଶ ଓ ୧୬ଶ ଗୁରୁ), ଚିତ୍ରା(୫ମ, ୮ମ ୯ମ ଲଘୁ ଓ ୧୫ଶ ଓ ୧୬ଶ ଗୁରୁ), ଉପଚିତ୍ରା (୫ମ, ୮ମ ଲଘୁ ଓ ୯ମ, ୧ମ,୧୫ଶ, ୧୬ଶ ଗୁରୁ); ବିଶ୍ଲୋକ (୫ମ, ୮ମ ଓ ୧୨ଶ ଲଘୁ ଓ୧୫: ଓ ୧୬ଶ ଗୁରୁ) ପାଦାକୁଳକ (ପ୍ରତି ପାଦରେ ୧୬:ଟି ବର୍ଣ୍ଣ ଛଡ଼ା ଏଥିର ବର୍ଣ୍ଣ ବିନ୍ୟାସରେ ଅନ୍ୟ ନିୟମ ନାହିଁ ଶଙ୍କରାଚାର୍ଯ୍ୟଙ୍କ ରଚିତ ମୋହ ମୁଦ୍ଗରର ମାତ୍ରା ସମକଛନ୍ଦ ଅଟେ—Apte]