Jump to content

ମାଥେ ଘେନିବା

ଉଇକିଅଭିଧାନ‌ରୁ

ମାଥେ ଘେନିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ଆଦେଶ) ପଳନ କରିବା; ଶିରୋଧାର୍ଯ୍ୟ କରିବା —To carry out; to obey


ଅନୁବାଦ

[ସମ୍ପାଦନା]

(an order or behest)

(ଉ—ଯେ ବିଷ୍ଣୁ ଆଜ୍ଞା ଘେନି ମାଥେ, ବ୍ରହ୍ମାଣ୍ଡ ସୃଜିଲି ଯେମନ୍ତ ଜଗନ୍ନାଥ. ଭାଗବତ)