ମାଦକ
ଦେଖଣା
ମାଦକ
ଉଚ୍ଚାରଣ
[ସମ୍ପାଦନା](ମାଦିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ମଦ ଧାତୁ ଣିଚ ମାଦି ଧାତୁ+ଅକ)
[ସମ୍ପାଦନା]- ୧. ମତ୍ତତା ଜନକ; ଯାହା ନିଶା କରାଏ —୧. Intoxicating.
- ୨. ଯାହା ଉନ୍ନତ୍ତତା ଜନ୍ମାଏ —୨. Madening.
- ୩. ଯାହା ହର୍ଷ ବା ଆନନ୍ଦ ଜନ୍ମାଏ —୩. Gladdening.
ବିଶେଷ୍ୟ -
[ସମ୍ପାଦନା]- ୧. ନିଶା ଉତ୍ପାଦକ ଦ୍ରବ୍ୟ —୧. Intoxicant; an intoxicating drug.
- ୨. ଡ଼ାହୁକ ପକ୍ଷୀ — ୨. A gallinule (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମାତୁ; ନିଶା; ମତ୍ତତା —୧. Intoxication.
- ୨. ମଜା; ମଉଜ —୨. Pleasure; amusement; cheer; good cheer.